Pages

Tuesday, October 9, 2012

Nuakhai Tihar



NUAKHAIR TIHAR ANICHHE

NUA SAPAN NUA ASHA...

HASI KHELI KARI BITU EE BACHHAR,

MAA SAMLEI BHARSA...

************************************************



ନୂଆଖାଇର୍ ତିହାର୍ ଆନିଛେ 

ନୁଆ ସପନ୍ ନୁଆ ଆଶା

ହସିଖେଲି କରି ବିତୁ ଇ ବଛର୍

ମା ସମଲେଈ ଭରସା

2 comments:

  1. ମାଘ ଗଲା, ଫଗୁନ ଭି ଗଲା
    ଆଏଲା ଭୁଦୋ ମାସ....
    ଆମର ଲାଗି ଆଜିର ଦିନଟା..
    ହେଇଛେ ବଢ଼େ ଖାସ...

    ବର୍ଷେ ଥି ଥରେ ଆଏସି ଆମର
    ନୂଆଖାଇର ତିହାର...
    ଦାଦା, ବଡୁ, ଭାଇ ମାନକେ
    ମୋର ନୂଆଖାଇ ଜୁହାର....

    ReplyDelete

Your Comment Here..